ବରାଦି ଖାଦ୍ୟରୁ ମିଳିଲା ସାପ କାତି : ତଦନ୍ତ ପ‌ରେ ବନ୍ଦ ହେଲା ରେସ୍ତୋରାଁ

ତିରୁବନନ୍ତପୁରମ୍: ଅନେକ ସମୟରେ ରେସ୍ତୋରାଁରେ ଖାଉଥିବା ଖାଦ୍ୟ ବା ଅର୍ଡର କରି ଖାଉଥିବା ଖାଦ୍ୟରୁ ଅସରପା, ମୂଷା ବା କେଶ ବାହାରିବାର ଖବର ଆପଣ ପଢ଼ିଥିଲେ। ହେଲେ କେରଳରେ ଏକ ରେସ୍ତୋରାଁ ଡେଲିଭର କରିଥିବା ଖାଦ୍ୟରୁ ସାପ କାତି ବାହାରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଅଜବ ଘଟଣା ଘଟିବା ପରେ ସାପ କାତି ଥିବା ଖାଦ୍ୟ ପାଇଥିବା ମହିଳା ଅଭଯୋଗ କରିବାରୁ ତଦନ୍ତ କରାଯାଇ ରେସ୍ତୋରାଁକୁ … Continue reading ବରାଦି ଖାଦ୍ୟରୁ ମିଳିଲା ସାପ କାତି : ତଦନ୍ତ ପ‌ରେ ବନ୍ଦ ହେଲା ରେସ୍ତୋରାଁ